| Welcome, Guest |
You have to register before you can post on our site.
|
| Online Users |
There are currently 145 online users. » 0 Member(s) | 143 Guest(s) Applebot, Google
|
| Latest Threads |
JSW to partner with POSCO...
Forum: Steel Plants
Last Post: Chitta
Yesterday, 03:49 AM
» Replies: 1
» Views: 2,109
|
Howrah-Chennai
Forum: Doubling, Trpling
Last Post: Chitta
Yesterday, 03:38 AM
» Replies: 0
» Views: 19
|
Odisha district compariso...
Forum: Comparative Statistics
Last Post: Chitta
Yesterday, 03:35 AM
» Replies: 0
» Views: 19
|
Proposed: Coastal: Jajpur...
Forum: New Lines
Last Post: Chitta
Yesterday, 03:30 AM
» Replies: 7
» Views: 10,590
|
S1 Gunupur-Therubali
Forum: New Lines
Last Post: Chitta
Yesterday, 03:29 AM
» Replies: 8
» Views: 8,057
|
C2 Malkangiri - Jeypore n...
Forum: New Lines
Last Post: Chitta
Yesterday, 03:27 AM
» Replies: 8
» Views: 5,406
|
C3 Jeypore-Nabarangpur li...
Forum: New Lines
Last Post: Chitta
Yesterday, 03:26 AM
» Replies: 5
» Views: 5,696
|
W1 Baragarh Rd-Nuapada li...
Forum: New Lines
Last Post: Chitta
Yesterday, 03:22 AM
» Replies: 12
» Views: 13,472
|
Efforts to make it 4C
Forum: Rourkela airport
Last Post: Chitta
Yesterday, 03:14 AM
» Replies: 3
» Views: 2,408
|
Parallel roads To Jayadev...
Forum: Major Roads
Last Post: Chitta
04-16-2026, 06:37 PM
» Replies: 2
» Views: 2,414
|
|
|
| Airport at Berhampur |
|
Posted by: Chitta - 03-27-2023, 02:31 AM - Forum: Transportation Centers
- Replies (3)
|
 |
Following is from https://www.facebook.com/100063672799066...tid=Nif5oz
ରଙ୍ଗେଈଲୁଣ୍ଡା (ବ୍ରହ୍ମପୁର) କୁ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର କରିବା ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଓଡିଶା ଡେଭଲପମେଣ୍ଟ ଫୋରମ ଦେଲା ଦାବିପତ୍ର;
ଅତି ଶିଘ୍ର ଅନଲାଇନ ଟିକେଟ ବିକ୍ରି ବ୍ୟବସ୍ଥା କରିବା ଓ ଭୁବନେଶ୍ୱର - ବିଶାଖାପାଟଣା କୁ ସେଡୁଲ ବିମାନ ଚଲାଇବା ପାଇଁ ଦେଲେ ପ୍ରତିଶୃତି
ବ୍ରହ୍ମପୁର ଠାରେ ଏକ ସବୁଦିନିଆ ଗ୍ରୀନ-ଫିଲଡ଼ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଦୀର୍ଘ ଦୁଇ ଦଶକ ଧରି ଗଞ୍ଜାମ ଜିଲ୍ଲାର ଜନସାଧାରଣ ଓ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ଦାବି କରିବା ପରେ ଗତ ମାର୍ଚ୍ଚ ୫ ତାରିଖ ଠାରୁ ରଙ୍ଗେଈଲୁଣ୍ଡା ବିମାନ ବନ୍ଦରରୁ ଭୁବନେଶ୍ବର କୁ ଏକ ନନ ସେଡୁଲ ବିମାନ ସେବା ସପ୍ତାହକୁ ଦୁଇ ଦିନ ପାଇଁ ଆରମ୍ଭ କରାଯାଇଛି। କିନ୍ତୁ ପ୍ରତିଦିନ ବିମାନ ସୁବିଧା ନଥିବା, ଅନଲାଇନ ଟିକେଟ ବୁକିଂ ବ୍ୟବସ୍ଥା ହୋଇନଥିବା ଓ ପ୍ରମୁଖ ସହର ଯଥା ବିଶାଖାପାଟଣା, କଲିକତା, ହାଇଦ୍ରାବାଦ୍ କୁ ସଂଯୋଗ ହୋଇ ନଥିବା ଯୋଗୁଁ ଜନ ସାଧାରଣ ନାନା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଅନ୍ୟ ପକ୍ଷରେ ବ୍ରହ୍ମପୁରରେ ଗ୍ରୀନ ଫିଲ୍ଡ ବିମାନ ବନ୍ଦର ନିର୍ମାଣ ହେବା ପର୍ଯ୍ୟନ୍ତ ରଙ୍ଗେଈଲୁଣ୍ଡା ବିମାନ ବନ୍ଦର କୁ ସମ୍ପ୍ରସାରିତ କରି ATR- 72 ବା ତାହାଠୁ ବଡ ବିମାନ ଚଲାଇବା ପାଇଁ ରାଜ୍ୟ ସରକାର ଯେଉଁ ଚେଷ୍ଟା କରୁଛନ୍ତି ବୋଲି କୁହାଯାଉ ଥିଲା ତାହାର ପ୍ରଗତି ବି କିଛି ଆଖିଦୃଷ୍ଟିଆ ଦେଖା ଯାଉ ନାହିଁ। ତେଣୁ ଓଡିଶା ଡେଭଲପମେଣ୍ଟ ଫୋରମ ର ସଦସ୍ୟ ଗତ କାଲି ଭୁବନେଶ୍ବର ଠାରେ ଓଡ଼ିଶା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ସାକ୍ଷାତ କରିଥିଲେ ଓ ଏହି ସବୁ ବିଷୟକୁ ପୁଙ୍ଖା ନୁ ପୁଙ୍ଖ ଆଲୋଚନା କରିବା ସହ ଶୀଘ୍ର ସମାଧାନ ର ପନ୍ଥା ବାହାର କରିବା ଓ ବ୍ରହ୍ମପୁରରେ ଏକ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଦାବିପତ୍ର ପ୍ରଦାନ କରିଥିଲେ
ପଡୋଶୀ ପଶ୍ଚିମବଙ୍ଗ, ଆନ୍ଧ୍ର ଓ ତେଲେଙ୍ଗାନା ରୁ ଲକ୍ଷାଧିକ ପର୍ଯ୍ୟଟକ ମା' ତାରା ତାରିଣୀ ଶକ୍ତିପୀଠ, ଗୋପାଳପୁର, ଚିଲିକା, ଦାରିଙ୍ଗିବାଡି, ଜୀରାଙ୍ଗ କୁ ଆସୁଥିବା ବେଳେ; ବ୍ରହ୍ମପୁର ଓ ଦକ୍ଷିଣ ଓଡ଼ିଶାରୁ ହଜାର ହଜାର ବ୍ୟବସାୟୀ ଓ ସାଧାରଣ ଜନତା ପ୍ରତିଦିନ ବିଶାଖାପାଟଣା, କଲିକତା, ହାଇଦ୍ରାବାଦ ଉପରେ ନିର୍ଭରଶୀଳ ଥିବାରୁ ଏହି ଅଂଚଳ କୁ ଦୈନିକ ବିମାନର ବ୍ୟବସ୍ଥା ସଫଳ ହେବ। ତେଣୁ କେବଳ ବ୍ରହ୍ମପୁର ରୁ ଭୁବନେଶ୍ୱର କୁ ବିମାନ ନ ଚଲାଇ, ହାଇଦ୍ରାବାଦ, କୋଲକାତା ଓ ବିଶାଖାପାଟଣା କୁ ଯଥା ଶୀଘ୍ର ବିମାନ ସେବା ପ୍ରତିଦିନ ଯୋଗାଇ ଦେବା ପାଇଁ ଅନୁରୋଧ କରାଯାଇ ଥିଲା। ଅନ୍ୟ ଦାବି ମଧ୍ୟରେ, ଅନଲାଇନ ଟିକେଟ ବିକ୍ରି ର ଶୀଘ୍ର ବ୍ୟବସ୍ଥା କରିବା, ବ୍ରହ୍ମପୁର ରୁ ଭୁବନେଶ୍ୱର କୁ ସେଡୁଲ ବିମାନ ଚଲାଇବା, ଭୁବନେଶ୍ବର ରୁ ବ୍ରହ୍ମପୁର ବିମାନ ରେ ଟିକେଟ ପାଇବା ପାଇଁ ଭିଡ଼ ଲାଗିଥିବା ଯୋଗୁଁ ବିମାନ କୁ ପ୍ରତିଦିନ ଦୁଇ ଥର ଚଲାଇବା ଓ ରଙ୍ଗେଈଲୁଣ୍ଡା ବିମାନ ବନ୍ଦର ରେ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରଦାନ କରିବା ପାଇଁ ଅନୁରୋଧ କରାଯାଇ ଥିଲା। ଭୁବନେଶ୍ୱର ଓ ବିଶାଖାପାଟଣା କୁ ଚାଲିବାକୁ ଥିବା ବିମାନ କୁ 'ଲିଙ୍କ ବିମାନ' ଭାବେ ଚଲାଯିବା (ଯାହାଫଳରେ ଏହି ଦୁଇ ବିମାନ ବନ୍ଦର ମାଧ୍ୟମରେ ବ୍ରହ୍ମପୁର ରୁ ଚେକ୍-ଇନ୍ କରି ଯେକୌଣସି ବଡ ସହର କୁ ବିମାନ ଯାତ୍ରା କରିହେବ) ରଙ୍ଗେଈଲୁଣ୍ଡା ପାଖରେ ଭିତ୍ତିଭୂମି ର ବିକାଶ କରି ବିଶ୍ଵବିଦ୍ୟାଳୟ ର ସବୁ ଛାତ୍ରାବାସ କୁ ଗେଷ୍ଟ ହାଉସ ପାଖକୁ ନେଇ ଆଉ ୨୫ ଏକର ଜମି ଓ ତାହା ପଛକୁ ରହିଥିବା ୧୦୦ ଏକର ରୁ ଅଧିକ ସରକାରୀ, ଚାରଣ ଓ ବେସରକାରୀ ଜମି କୁ ବିମାନ ବନ୍ଦର ରେ ମିଶାଇ ୨୫୦୦ ମିଟର ର ଏକ ନୂଆଁ ରନ-ୱେ ପଶ୍ଚିମ ପଟକୁ ନିର୍ମାଣ କରି କିମ୍ବା କୌଣସି ନୂଆଁ ସ୍ଥାନ ରେ ସବୁଦିନିଆ ଗ୍ରୀନ ଫିଲ୍ଡ ଯାତ୍ରୀବାହୀ ଓ କାର୍ଗୋ ବିମାନ ବନ୍ଦର କେମିତି ଶିଘ୍ର ପ୍ରତିଷ୍ଠା କରାଯାଇ ପାରିବ ସେଥିପ୍ରତି ଧ୍ୟାନ ଦେବାକୁ ମନ୍ତ୍ରୀ ମହୋଦୟା ଙ୍କୁ ଅନୁରୋଧ କରାଯାଇ ଥିଲା। ଏହି ସବୁ ଦାବିକୁ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଗମ୍ଭୀରତା ର ସହ ଶୁଣିବା ସହ ଅତି ଶିଘ୍ର ଅନଲାଇନ ଟିକେଟ ବିକ୍ରି ର ଶୀଘ୍ର ବ୍ୟବସ୍ଥା କରିବା, ବ୍ରହ୍ମପୁର ରୁ ଭୁବନେଶ୍ୱର ଓ ବିଶାଖାପାଟଣା କୁ ସେଡୁଲ ବିମାନ ଚଲାଇବା, ଏହାସହ 'ଲିଙ୍କ ବିମାନ' ଚାଲିବା ଓ ବିମାନ ବନ୍ଦର ରେ ବିଭିନ୍ନ ଜନ ସୁବିଧା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ। ରଙ୍ଗେଈଲୁଣ୍ଡା ପାଖରେ ଭିତ୍ତିଭୂମି ର ବିକାଶ କରି ଏକ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଯଥା ସାଧ୍ୟ ଚେଷ୍ଟା କରା ଯାଉଥିବା ଓ ଅତି ଶୀଘ୍ର ବଡ ବିମାନ ସେବା ଯୋଗାଇ ଦେବାକୁ ସେ ସୂଚନା ଦେଇଥିଲେ। ଏହି ଅବସରରେ ଓଡିଶା ଡେଭଲପମେଣ୍ଟ ଫୋରମ ସଚିବ V ସୋମେଶ୍ୱର ରାଓ, ସହ-ସଚିବ ମାନସ ରଞ୍ଜନ ପାତ୍ର, ପ୍ରବୀଣ ପଟ୍ଟନାୟକ, ବିନୋଦ ସାବତ, ଏନ. ନୀଳମାଧବ ପାତ୍ର ଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
ରାମ ପ୍ରସାଦ ତ୍ରିପାଠୀ
ସଭାପତି, ଓଡ଼ିଶା ଡେଭଲପମେଣ୍ଟ ଫୋରମ୍
Odisha Development Forum
Press Release, March 26, 2023
|
|
|
| Indian Oil Corporation Ltd. (IOCL) |
|
Posted by: Chitta - 03-22-2023, 05:02 AM - Forum: Paradeep
- No Replies
|
 |
IOCL has a refinery at Paradeep. See details at https://en.wikipedia.org/wiki/Paradip_Refinery .
The latest news is that IOCL has received in principle approval to set up a petro-chemical complex with an investment of Rs 61,077 crores ($7.5 billion appx.) near this refinery. Following are some excerpts from
https://sambadenglish.com/iocl-approves-...nvestment/
Quote:“We thank the Government of Odisha for the incentive package for this project that will produce vital petrochemical products like PVC, Phenol, IPA and Polymers. It will vitalise key downstream industries like plastic, pharma, agrochemical, personal care, paints, etc. and support Aatmanirbhar Bharat,” the corporation said in a statement.
|
|
|
| EV truck unit planned |
|
Posted by: Chitta - 03-19-2023, 02:48 AM - Forum: Start-ups
- No Replies
|
 |
Following are excerpts from https://www.newindianexpress.com/states/...56545.html
Quote:Published: 16th March 2023 10:55 AM | Last Updated: 16th March 2023 10:55 AM
UK-based Odia investors plan EV truck unit in state
The plant would have a capacity of producing 3,000 vehicles per year and provide direct employment to over 500 persons besides promoting ancillary industries.
By SN Agragami Express News Service
BHUBANESWAR: UK-based Odia investor Biswanath Patnaik and entrepreneur Arun Kar have evinced interest in setting up an EV-Hydrogen truck and commercial heavy vehicles manufacturing plant in Odisha.They have planned to invest Rs 500 crore in the project through their FINNEST company, which focuses on disruptive ideas in the field of clean and renewable energy, sustainable environmental solutions, fintech, etc.
The EV-Hydrogen truck manufacturing unit would be the first-of-its-kind in the country, focusing on producing heavy vehicles that would be powered by both hydrogen fuel cells and battery electric, said Arun Kar, director FINNEST. ...
|
|
|
|