Following is from https://www.facebook.com/permalink.php?s...8800645211
Quote:ଭୁବନେଶ୍ୱର - କଟକ - ପୁରୀ - ପାରାଦୀପ ଇକୋନୋମିକ ରିଜିଅନ ( ବିସିପିପିଇଆର ) ଯୋଜନା ରେ ଅନ୍ତର୍ଭୁକ୍ତ ଥିବା ସଡକ ନେଟୱାର୍କ ଏବଂ ରେଲ୍ୱେ ନେଟୱାର୍କ ଗୁଡିକ :
? ଏନଏଚଏଆଇ ର ପ୍ରକଳ୍ପ: ?
✅ ରାମେଶ୍ୱର - ଗୋବିନ୍ଦପୁର - କଟକ ଟାଙ୍ଗି କ୍ୟାପିଟାଲ ରିଜିଅନ ରିଂ ରୋଡ଼ ( 111 କିମି )
✅ ବଡ଼ପୋଖରିଆ - ପୁରୀ - ପାରାଦୀପ ( ମସାକଣି ) କୋଷ୍ଟାଲ ହାଇୱେ ( 160 କିମି )
✅ କଟକ ଟାଙ୍ଗି - କମରପଡା - ପାରାଦୀପ ଇକୋନୋମିକ କରିଡର ( 90 କିମି )
✅ ଫୁଲନଖରା - ନିଆଳି - ଚାରିଛକ - ଅସ୍ତରଙ୍ଗ 4 ଲେନ ଜାତୀୟ ରାଜପଥ
✅ କଟକ ଟାଙ୍ଗି - ପାଗା - ଚାନ୍ଦବାଲି 4 ଲେନ ଜାତୀୟ ରାଜପଥ
? ପିଡବ୍ଲୁଡ଼ି / ଓଏସଏଚଏ ର ପ୍ରକଳ୍ପ : ?
✅ ପିପିଲି - ନିମାପଡ଼ା - କୋଣାର୍କ 4 ଲେନ ରୋଡ଼
✅ ଭୁବନେଶ୍ୱର - ଜଗତସିଂହପୁର - ପାରାଦୀପ ନୂତନ ଗ୍ରୀନଫିଲଡ 4 ଲେନ ହାଇୱେ
✅ ଭୁବନେଶ୍ୱର ଇନର ରିଂ ରୋଡ଼ : ୬୫ କିମି ଲମ୍ବ ବିଶିଷ୍ଟ ଗୋଟିଏ ଇନର ରିଂ ରୋଡ଼ ମଧ୍ୟ ଭୁବନେଶ୍ୱର ଚାରିପଟେ ନିର୍ମାଣ କରାଯିବ ପିଡବ୍ଲୁଡ଼ି ଦ୍ୱାରା ଭାୟା ଚନ୍ଦକା , ଧଉଳି ଏବଂ ପାହାଳ ଦେଇକରି .
✅ ଭୁବନେଶ୍ୱର ଆଉଟର ରିଂ ରୋଡ଼ : ଜଟାମୁଣ୍ଡିଆ - ତ୍ରିସୁଳିଆ - ଉରାଳି - ବାଲିପାଟଣା - ପିପିଲି ୧୪୮ କିମି ଲମ୍ବ ବିଶିଷ୍ଟ ପିଡବ୍ଲୁଡ଼ି ଦ୍ୱାରା ନିର୍ମାଣ କରାଯିବ
? ରେଲ୍ୱେ ପ୍ରକଳ୍ପ ଗୁଡିକ : ?
✅ କୋଷ୍ଟାଲ ରେଳ କରିଡର ( ବଲିହାରଚଣ୍ଡୀ - ପୁରୀ - କୋଣାର୍କ - ଅସ୍ତରଙ୍ଗ - ପାରାଦୀପ )
✅ ପୁରୀ - କୋଣାର୍କ ରେଳ ଲିଙ୍କ
✅ ଭୁବନେଶ୍ୱର - କୋଣାର୍କ ରେଳ ଲିଙ୍କ ଭାୟା ନିମାପଡ଼ା , ଗୋପ
✅ ଆଠଗଡ ରୁ ଖୋର୍ଦ୍ଧା ର କାଇପଦର ରେଳ ଲିଙ୍କ
✅ ଇଷ୍ଟ କୋଷ୍ଟ ଡେଡ଼ିକେଟେଡ଼ ଫ୍ରେଟ କରିଡର ( ଖଡ଼ଗପୁର ରୁ ବିଜୟୱାଡା )
✅ ଅନୁଗୁଳ - ନୟାଗଡ ରେଳ ଲିଙ୍କ ଭାୟା ନରସିଂହପୁର ଏବଂ ବଡମ୍ବା
✅ ପାରାଦୀପ - ତାଳଚେର - ଝାରସୁଗୁଡା ଡେଡ଼ିକେଟେଡ଼ ଫ୍ରେଟ କରିଡର
✅ ଇଷ୍ଟ କୋଷ୍ଟ ଡେଡ଼ିକେଟେଡ଼ ଫ୍ରେଟ କରିଡର ଠାରୁ ପାରାଦୀପ ପର୍ଯ୍ୟନ୍ତ ସ୍ପର ରେଳ ଲାଇନ
Courtesy: Niti Ayog

