Thread Rating:
  • 0 Vote(s) - 0 Average
  • 1
  • 2
  • 3
  • 4
  • 5
Mega Ring Road With Triple Cities Concept
#2
I got this from https://www.facebook.com/photo/?fbid=117...7315572953

[Image: attachment.php?aid=1171]

Following text is also from that site.


Quote:ଓଡିଶା ସରକାର ଆଜି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଙ୍କ ଅଧ୍ୟକ୍ଷତା ରେ ଭୁବନେଶ୍ୱର , କଟକ , ପୁରୀ ଏବଂ ପାରାଦୀପ କୁ ମିଶାଇ ଗୋଟିଏ ଇକୋନୋମିକ ରିଜିଅନ କରିବା ପାଇଁ ସ୍ଥିର କରିଛନ୍ତି. ଏଥିରେ ଏହି ୪ ସହରକୁ ମିସାଇ ୬୪୫ କିମି ଲମ୍ବ ର ୩ ଟି ରିଂ ରୋଡ଼ ତିଆରି କରାଯିବା ନେଇ ନିଷ୍ପତି ନିଆଯାଇଅଛି . ସେଗୁଡିକ ନିମ୍ନ ରେ ଦିଆଗଲା

୧ ) ବଡ଼ପୋଖରିଆ - ପୁରୀ - କୋଣାର୍କ - ପାରାଦୀପ କୋଷ୍ଟାଲ ହାଇୱେ , ରାମେଶ୍ୱର - ଗୋବିନ୍ଦପୁର - କଟକ ଟାଙ୍ଗି କ୍ୟାପିଟାଲ ରିଜିଅନ ରିଂ ରୋଡ଼ ଏବଂ କଟକ ଟାଙ୍ଗି - କମରପଦା - ପାରାଦୀପ ଇକୋନୋମିକ କରିଡର କୁ ମିଶାଇ ୪୩୨ କିମି ଲମ୍ବର ହାଇ-ସ୍ପିଡ଼ ହାଇୱେ କରିଡର ଏନଏଚଏଆଇ ଦ୍ୱାରା ନିର୍ମାଣ କରାଯିବ

୨ ) ଆଉଟର ରିଂ ରୋଡ଼ : ଜଟାମୁଣ୍ଡିଆ - ତ୍ରିସୁଳିଆ - ଉରାଳି - ବାଲିପାଟଣା - ପିପିଲି ୧୪୮ କିମି ଲମ୍ବ ବିଶିଷ୍ଟ ପିଡବ୍ଲୁଡ଼ି ଦ୍ୱାରା ନିର୍ମାଣ କରାଯିବ

୩ ) ସେହିପରି ୬୫ କିମି ଲମ୍ବ ବିଶିଷ୍ଟ ଗୋଟିଏ ଇନର ରିଂ ରୋଡ଼ ମଧ୍ୟ ଭୁବନେଶ୍ୱର ଚାରିପଟେ ନିର୍ମାଣ କରାଯିବ ପିଡବ୍ଲୁଡ଼ି ଦ୍ୱାରା ଭାୟା ଚନ୍ଦକା , ଧଉଳି ଏବଂ ପାହାଳ ଦେଇକରି .

432 + 148 + 65 = 645 km total


Attached Files Thumbnail(s)
   
Reply


Messages In This Thread
RE: Mega Ring Road With Triple Cities Concept - by Chitta - 12-25-2025, 08:07 AM

Forum Jump:


Users browsing this thread: 1 Guest(s)