Welcome, Guest |
You have to register before you can post on our site.
|
Forum Statistics |
» Members: 58
» Latest member: BKS
» Forum threads: 816
» Forum posts: 1,659
Full Statistics
|
Online Users |
There are currently 222 online users. » 0 Member(s) | 220 Guest(s) Bing, Google
|
Latest Threads |
Puri airport - progress (...
Forum: Puri Airport (proposed)
Last Post: Chitta
Yesterday, 09:00 PM
» Replies: 11
» Views: 10,168
|
Odisha Medical Colleges
Forum: Medical Colleges
Last Post: Chitta
05-01-2025, 05:52 PM
» Replies: 16
» Views: 16,883
|
Extension to Cuttack
Forum: Metro Rail
Last Post: Chitta
05-01-2025, 05:49 PM
» Replies: 0
» Views: 69
|
Now a national park
Forum: Similipal
Last Post: Chitta
04-24-2025, 07:12 PM
» Replies: 0
» Views: 125
|
Flight Connectivity
Forum: Jharsuguda airport
Last Post: Chitta
04-20-2025, 02:17 AM
» Replies: 6
» Views: 6,334
|
BPIA Connectivity over th...
Forum: Biju Patnaik International Airport
Last Post: Chitta
04-20-2025, 01:37 AM
» Replies: 4
» Views: 2,813
|
Planned Bhubaneswar - Pur...
Forum: Access restricted Expressways
Last Post: Chitta
04-17-2025, 06:54 PM
» Replies: 3
» Views: 5,731
|
Projects, Plans and Appro...
Forum: Overall
Last Post: Chitta
04-17-2025, 06:52 PM
» Replies: 5
» Views: 1,697
|
W1 Baragarh Rd-Nuapada li...
Forum: New Lines
Last Post: Chitta
04-17-2025, 06:52 AM
» Replies: 7
» Views: 5,039
|
New Universities in Pipel...
Forum: Higher Education
Last Post: Chitta
04-08-2025, 03:32 AM
» Replies: 9
» Views: 7,682
|
|
|
Puri among the seven Liberation destinations of India |
Posted by: Chitta - 04-08-2023, 10:44 PM - Forum: Puri
- Replies (1)
|
 |
Following is from https://pib.gov.in/PressReleasePage.aspx?PRID=1914493
Quote:Ministry of Tourism promotes Seven Liberation destinations (Saptha Moksha Puri) of India by undertaking promotional campaigns in domestic and global markets.
Ministry of Tourism, inter-alia, promotes tourist destinations of India, including the Saptha Moksha Puri (Seven Liberation destinations), viz., Ayodhya, Mathura, Maya (Haridwar), Kashi (Varanasi), Kanchi Avantika (Ujjain), Puri (Odisha) and Dwaravati (Dwaraka, Gujarat), in a holistic manner. It undertakes promotional campaigns in domestic and global markets through electronic, print and digital media to promote the various tourist destinations and products of the country. Further promotions are also undertaken through the official web-site as well as through social media handles of the Ministry.
Further, Ministry of Tourism provides financial assistance under the ‘National Mission on Pilgrimage Rejuvenation and Spiritual, Heritage Augmentation Drive (PRASHAD)’ Scheme with the objective of integrated development of identified pilgrimage and heritage destinations in consultation with the respective State Governments/ Union Territories (UTs).
Financial assistance is also provided under the Swadesh Darshan for the development of tourism infrastructure. The identification of sites is mainly the prerogative of the State Governments/UT Administrations. The projects are sanctioned subject to availability of funds, submission of suitable detailed project reports, adherence to Scheme guidelines, utilization of funds released earlier, etc. The Swadesh Darshan Scheme has been revamped to SD 2.0 for development of sustainable and responsible tourist destinations and Dwarka has been selected for development under SD 2.0.
This reply was given by Minister of Culture, Tourism and Development of North-Eastern Region Shri G Kishan Reddy in Rajya Sabha yesterday.
Following is from https://pib.gov.in/PressReleasePage.aspx?PRID=1914626
Quote:ଭାରତର ସାତୋଟି ମୋକ୍ଷ ଧାମରେ ସ୍ଥାନ ପାଇଛି ପୁରୀ ଜଗନ୍ନାଥ ଧାମ
ପର୍ଯ୍ୟଟନ ମନ୍ତ୍ରଣାଳୟ ଘରୋଇ ତଥା ବିଶ୍ୱ ବଜାରରେ ପ୍ରୋତ୍ସାହନମୂଳକ ଅଭିଯାନ କରିବାକୁ ଯାଇ ଭାରତର ସାତଟି ମୋକ୍ଷ ଧାମ ବା ମୁକ୍ତି ସ୍ଥଳୀ (ସପ୍ତ ମୋକ୍ଷ ପୁରୀ)କୁ ପ୍ରୋତ୍ସାହିତ କରିଛି
ପର୍ଯ୍ୟଟନ ମନ୍ତ୍ରଣାଳୟ ଘରୋଇ ତଥା ବିଶ୍ୱ ବଜାରରେ ପ୍ରୋତ୍ସାହନମୂଳକ ଅଭିଯାନ ଆରମ୍ଭ କରିବାକୁ ଯାଇ ଭାରତର ଯେଉଁ ସାତ ଗୋଟି ମୋକ୍ଷ ପ୍ରାପ୍ତି ଉଦ୍ଦେଶ୍ୟରେ ଗନ୍ତବ୍ୟ ସ୍ଥଳ (ସପ୍ତ ମୋକ୍ଷ ପୁରୀ) କୁ ପ୍ରୋତ୍ସାହିତ କରୁଛି, ସେଥି ମଧ୍ୟରେ ଓଡିଶାର ପୁରୀ ଧାମ ଅନ୍ୟତମ । ଜଗନ୍ନାଥ ଧାମ ପୁରୀ ଏହି ସାତ ଗୋଟି ମୋକ୍ଷ ଗନ୍ତବ୍ୟ ସ୍ଥଳୀରେ ଅନ୍ତର୍ଭୁକ୍ତ ହେବା ପର ଠାରୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ପୂର୍ବ ଅପେକ୍ଷା ଆଉ କିଛି ପାଦ ଅଗ୍ରସର ହୋଇଛି ।
ପର୍ଯ୍ୟଟନ ମନ୍ତ୍ରଣାଳୟ, ସପ୍ତ ମୋକ୍ଷ ପୁରୀ (ସାତ ଗୋଟି ମୁକ୍ତି ପ୍ରାପ୍ତି ଲକ୍ଷ୍ୟସ୍ଥଳ), ଅର୍ଥାତ୍ ଅଯୋଧ୍ୟା, ମଥୁରା, ମାୟା (ହରିଦ୍ୱାର), କାଶୀ (ବାରଣାସୀ), କାଞ୍ଚି ଅବନ୍ତୀକା (ଉଜ୍ଜୟିନୀ), ପୁରୀ (ଓଡିଶା) ଏବଂ ଦ୍ୱାରାବତୀ (ଦ୍ୱାରକା, ଗୁଜରାଟ)ର ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ସାମଗ୍ରିକ ଢଙ୍ଗରେ ପ୍ରୋତ୍ସାହିତ କରିଛି । ଏହା ଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଏବଂ ଉତ୍ପାଦ ଗୁଡିକୁ ପ୍ରୋତ୍ସାହିତ କରିବା ପାଇଁ ଇଲେକ୍ଟ୍ରୋନିକ୍, ପ୍ରିଂଟ ଏବଂ ଡିଜିଟାଲ୍ ମିଡିଆ ମାଧ୍ୟମରେ ଘରୋଇ ଏବଂ ବିଶ୍ୱ ବଜାର ମାନଙ୍କରେ ପ୍ରଚାରମୂଳକ ଅଭିଯାନ କାର୍ଯ୍ୟ ହାତକୁ ନେଇଥାଏ । ପୁନଶ୍ଚ, ଏସବୁର ମନ୍ତ୍ରଣାଳୟର ଆଧିକାରିକ ୱେବସାଇଟ୍ ତଥା ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡଲ ଗୁଡିକ ସହାୟତାରେ ମଧ୍ୟ ଅଧିକ ପ୍ରୋତ୍ସାହନ କରା ଯାଇଥାଏ ।
ଏସବୁ ବ୍ୟତୀତ, ପର୍ଯ୍ୟଟନ ମନ୍ତ୍ରଣାଳୟ ସଂପୃକ୍ତ ରାଜ୍ୟ ସରକାର / କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କ ସହିତ ପରାମର୍ଶ କରି ଚିହ୍ନିତ ତୀର୍ଥସ୍ଥଳୀ ଏବଂ ଐତିହ୍ୟ ସ୍ଥଳ ଗୁଡିକର ସମନ୍ୱିତ ବିକାଶ ଉଦ୍ଦେଶ୍ୟ ନେଇ ‘ତୀର୍ଥ ଯାତ୍ରା ପୁନରୁଦ୍ଧାର ଏବଂ ଆଧ୍ୟାତ୍ମିକତା, ଐତିହ୍ୟ ବୃଦ୍ଧି ଅଭିଯାନ (ପ୍ରସାଦ) ରାଷ୍ଟ୍ରୀୟ ମିଶନ' ଯୋଜନା ଅଧୀନରେ ଆର୍ଥିକ ସହାୟତା ପ୍ରଦାନ କରିଥାଏ ।
ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ନିମନ୍ତେ ସ୍ୱଦେଶ ଦର୍ଶନ ଅଧୀନରେ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରା ଯାଇଥାଏ । ଏହି ସ୍ଥଳୀ ଗୁଡିକୁ ଚିହ୍ନଟ କରିବା ମୁଖ୍ୟତଃ ରାଜ୍ୟ ସରକାର / କେନ୍ଦ୍ରଶାସିତ ଅଂଚଳର ପ୍ରଶାସନ ମାନଙ୍କର ବିଶେଷାଧିକାର ଅଟେ । ପାଣ୍ଠି ଉପଲବ୍ଧତା, ଉପଯୁକ୍ତ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବା, ଯୋଜନା ନିର୍ଦ୍ଦେଶାବଳୀ ଗୁଡିକୁ ପାଳନ କରିବା, ପୂର୍ବରୁ ପ୍ରଦାନ କରା ଯାଇଥିବା ପାଣ୍ଠିର ଉପଯୋଗ ଇତ୍ୟାଦି ପ୍ରକଳ୍ପ ଗୁଡିକ ଅନୁମୋଦିତ ହୋଇଛି । ପରିପୋଷଣୀୟ ତଥା ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳ ଅଧୀନରେ ବିକାଶ ପାଇଁ ସ୍ୱଦେଶ ଦର୍ଶନ ଯୋଜନାକୁ ଏସ୍ଡି ୨.୦ ରେ ନୂତନ ରୂପରେଖ ଦିଆଯାଇଛି ତଥା ଦ୍ୱାରକାର ଏସ୍ଡି ୨.୦ ଅନୁସାରେ ବିକାଶ ନିମନ୍ତେ ଚୟନ କରାଯାଇଛି ।
ଗତକାଲି ରାଜ୍ୟସଭାରେ ସଂସ୍କୃତି, ପର୍ଯ୍ୟଟନ ଏବଂ ଉତ୍ତର - ପୂର୍ବାଂଚଳ କ୍ଷେତ୍ର ବିକାଶ ମନ୍ତ୍ରୀ ଶ୍ରୀ ଜି. କିଷନ ରେଡ୍ଡୀଙ୍କ ଦ୍ୱାରା ଏକ ପ୍ରଶ୍ନର ଏହି ଉତ୍ତର ଦିଆଯାଇଛି ।
|
|
|
Planned Bhubaneswar - Puri expressway |
Posted by: Chitta - 04-05-2023, 03:09 PM - Forum: Access restricted Expressways
- Replies (3)
|
 |
Following is an excerpt from https://www.newindianexpress.com/states/...62919.html
Quote:By Hemant Kumar Rout Express News Service
BHUBANESWAR:
... the proposed Expressway that will start from the Biju Patnaik International Airport (BPIA), Bhubaneswar and end at Shri Jagannath International Airport (SJIA), Puri ...
“It will have an access controlled greenfield roadway for which preliminary survey has been completed and a tentative alignment has been made. Once completed, it will reduce the current distance of 66 km to 57 km between Bhubaneswar and Puri and the travel time from one hour to 30 minutes,” ...
... the project would entail an investment of around Rs 3,600 crore.
“The right of way (RoW) proposed along with the highway is around 100 metre so that it can include the metro rail system in future. ...” the official added.
...
Expressway Features
...
Road to be designed for a speed of 120 kmph
...
Around 1,300 acre to be acquired at an estimated Rs 1,010 cr for the project
|
|
|
Airport at Berhampur |
Posted by: Chitta - 03-27-2023, 02:31 AM - Forum: Transportation Centers
- Replies (3)
|
 |
Following is from https://www.facebook.com/100063672799066...tid=Nif5oz
ରଙ୍ଗେଈଲୁଣ୍ଡା (ବ୍ରହ୍ମପୁର) କୁ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର କରିବା ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଓଡିଶା ଡେଭଲପମେଣ୍ଟ ଫୋରମ ଦେଲା ଦାବିପତ୍ର;
ଅତି ଶିଘ୍ର ଅନଲାଇନ ଟିକେଟ ବିକ୍ରି ବ୍ୟବସ୍ଥା କରିବା ଓ ଭୁବନେଶ୍ୱର - ବିଶାଖାପାଟଣା କୁ ସେଡୁଲ ବିମାନ ଚଲାଇବା ପାଇଁ ଦେଲେ ପ୍ରତିଶୃତି
ବ୍ରହ୍ମପୁର ଠାରେ ଏକ ସବୁଦିନିଆ ଗ୍ରୀନ-ଫିଲଡ଼ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଦୀର୍ଘ ଦୁଇ ଦଶକ ଧରି ଗଞ୍ଜାମ ଜିଲ୍ଲାର ଜନସାଧାରଣ ଓ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ଦାବି କରିବା ପରେ ଗତ ମାର୍ଚ୍ଚ ୫ ତାରିଖ ଠାରୁ ରଙ୍ଗେଈଲୁଣ୍ଡା ବିମାନ ବନ୍ଦରରୁ ଭୁବନେଶ୍ବର କୁ ଏକ ନନ ସେଡୁଲ ବିମାନ ସେବା ସପ୍ତାହକୁ ଦୁଇ ଦିନ ପାଇଁ ଆରମ୍ଭ କରାଯାଇଛି। କିନ୍ତୁ ପ୍ରତିଦିନ ବିମାନ ସୁବିଧା ନଥିବା, ଅନଲାଇନ ଟିକେଟ ବୁକିଂ ବ୍ୟବସ୍ଥା ହୋଇନଥିବା ଓ ପ୍ରମୁଖ ସହର ଯଥା ବିଶାଖାପାଟଣା, କଲିକତା, ହାଇଦ୍ରାବାଦ୍ କୁ ସଂଯୋଗ ହୋଇ ନଥିବା ଯୋଗୁଁ ଜନ ସାଧାରଣ ନାନା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଅନ୍ୟ ପକ୍ଷରେ ବ୍ରହ୍ମପୁରରେ ଗ୍ରୀନ ଫିଲ୍ଡ ବିମାନ ବନ୍ଦର ନିର୍ମାଣ ହେବା ପର୍ଯ୍ୟନ୍ତ ରଙ୍ଗେଈଲୁଣ୍ଡା ବିମାନ ବନ୍ଦର କୁ ସମ୍ପ୍ରସାରିତ କରି ATR- 72 ବା ତାହାଠୁ ବଡ ବିମାନ ଚଲାଇବା ପାଇଁ ରାଜ୍ୟ ସରକାର ଯେଉଁ ଚେଷ୍ଟା କରୁଛନ୍ତି ବୋଲି କୁହାଯାଉ ଥିଲା ତାହାର ପ୍ରଗତି ବି କିଛି ଆଖିଦୃଷ୍ଟିଆ ଦେଖା ଯାଉ ନାହିଁ। ତେଣୁ ଓଡିଶା ଡେଭଲପମେଣ୍ଟ ଫୋରମ ର ସଦସ୍ୟ ଗତ କାଲି ଭୁବନେଶ୍ବର ଠାରେ ଓଡ଼ିଶା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ସାକ୍ଷାତ କରିଥିଲେ ଓ ଏହି ସବୁ ବିଷୟକୁ ପୁଙ୍ଖା ନୁ ପୁଙ୍ଖ ଆଲୋଚନା କରିବା ସହ ଶୀଘ୍ର ସମାଧାନ ର ପନ୍ଥା ବାହାର କରିବା ଓ ବ୍ରହ୍ମପୁରରେ ଏକ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଦାବିପତ୍ର ପ୍ରଦାନ କରିଥିଲେ
ପଡୋଶୀ ପଶ୍ଚିମବଙ୍ଗ, ଆନ୍ଧ୍ର ଓ ତେଲେଙ୍ଗାନା ରୁ ଲକ୍ଷାଧିକ ପର୍ଯ୍ୟଟକ ମା' ତାରା ତାରିଣୀ ଶକ୍ତିପୀଠ, ଗୋପାଳପୁର, ଚିଲିକା, ଦାରିଙ୍ଗିବାଡି, ଜୀରାଙ୍ଗ କୁ ଆସୁଥିବା ବେଳେ; ବ୍ରହ୍ମପୁର ଓ ଦକ୍ଷିଣ ଓଡ଼ିଶାରୁ ହଜାର ହଜାର ବ୍ୟବସାୟୀ ଓ ସାଧାରଣ ଜନତା ପ୍ରତିଦିନ ବିଶାଖାପାଟଣା, କଲିକତା, ହାଇଦ୍ରାବାଦ ଉପରେ ନିର୍ଭରଶୀଳ ଥିବାରୁ ଏହି ଅଂଚଳ କୁ ଦୈନିକ ବିମାନର ବ୍ୟବସ୍ଥା ସଫଳ ହେବ। ତେଣୁ କେବଳ ବ୍ରହ୍ମପୁର ରୁ ଭୁବନେଶ୍ୱର କୁ ବିମାନ ନ ଚଲାଇ, ହାଇଦ୍ରାବାଦ, କୋଲକାତା ଓ ବିଶାଖାପାଟଣା କୁ ଯଥା ଶୀଘ୍ର ବିମାନ ସେବା ପ୍ରତିଦିନ ଯୋଗାଇ ଦେବା ପାଇଁ ଅନୁରୋଧ କରାଯାଇ ଥିଲା। ଅନ୍ୟ ଦାବି ମଧ୍ୟରେ, ଅନଲାଇନ ଟିକେଟ ବିକ୍ରି ର ଶୀଘ୍ର ବ୍ୟବସ୍ଥା କରିବା, ବ୍ରହ୍ମପୁର ରୁ ଭୁବନେଶ୍ୱର କୁ ସେଡୁଲ ବିମାନ ଚଲାଇବା, ଭୁବନେଶ୍ବର ରୁ ବ୍ରହ୍ମପୁର ବିମାନ ରେ ଟିକେଟ ପାଇବା ପାଇଁ ଭିଡ଼ ଲାଗିଥିବା ଯୋଗୁଁ ବିମାନ କୁ ପ୍ରତିଦିନ ଦୁଇ ଥର ଚଲାଇବା ଓ ରଙ୍ଗେଈଲୁଣ୍ଡା ବିମାନ ବନ୍ଦର ରେ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରଦାନ କରିବା ପାଇଁ ଅନୁରୋଧ କରାଯାଇ ଥିଲା। ଭୁବନେଶ୍ୱର ଓ ବିଶାଖାପାଟଣା କୁ ଚାଲିବାକୁ ଥିବା ବିମାନ କୁ 'ଲିଙ୍କ ବିମାନ' ଭାବେ ଚଲାଯିବା (ଯାହାଫଳରେ ଏହି ଦୁଇ ବିମାନ ବନ୍ଦର ମାଧ୍ୟମରେ ବ୍ରହ୍ମପୁର ରୁ ଚେକ୍-ଇନ୍ କରି ଯେକୌଣସି ବଡ ସହର କୁ ବିମାନ ଯାତ୍ରା କରିହେବ) ରଙ୍ଗେଈଲୁଣ୍ଡା ପାଖରେ ଭିତ୍ତିଭୂମି ର ବିକାଶ କରି ବିଶ୍ଵବିଦ୍ୟାଳୟ ର ସବୁ ଛାତ୍ରାବାସ କୁ ଗେଷ୍ଟ ହାଉସ ପାଖକୁ ନେଇ ଆଉ ୨୫ ଏକର ଜମି ଓ ତାହା ପଛକୁ ରହିଥିବା ୧୦୦ ଏକର ରୁ ଅଧିକ ସରକାରୀ, ଚାରଣ ଓ ବେସରକାରୀ ଜମି କୁ ବିମାନ ବନ୍ଦର ରେ ମିଶାଇ ୨୫୦୦ ମିଟର ର ଏକ ନୂଆଁ ରନ-ୱେ ପଶ୍ଚିମ ପଟକୁ ନିର୍ମାଣ କରି କିମ୍ବା କୌଣସି ନୂଆଁ ସ୍ଥାନ ରେ ସବୁଦିନିଆ ଗ୍ରୀନ ଫିଲ୍ଡ ଯାତ୍ରୀବାହୀ ଓ କାର୍ଗୋ ବିମାନ ବନ୍ଦର କେମିତି ଶିଘ୍ର ପ୍ରତିଷ୍ଠା କରାଯାଇ ପାରିବ ସେଥିପ୍ରତି ଧ୍ୟାନ ଦେବାକୁ ମନ୍ତ୍ରୀ ମହୋଦୟା ଙ୍କୁ ଅନୁରୋଧ କରାଯାଇ ଥିଲା। ଏହି ସବୁ ଦାବିକୁ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଗମ୍ଭୀରତା ର ସହ ଶୁଣିବା ସହ ଅତି ଶିଘ୍ର ଅନଲାଇନ ଟିକେଟ ବିକ୍ରି ର ଶୀଘ୍ର ବ୍ୟବସ୍ଥା କରିବା, ବ୍ରହ୍ମପୁର ରୁ ଭୁବନେଶ୍ୱର ଓ ବିଶାଖାପାଟଣା କୁ ସେଡୁଲ ବିମାନ ଚଲାଇବା, ଏହାସହ 'ଲିଙ୍କ ବିମାନ' ଚାଲିବା ଓ ବିମାନ ବନ୍ଦର ରେ ବିଭିନ୍ନ ଜନ ସୁବିଧା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ। ରଙ୍ଗେଈଲୁଣ୍ଡା ପାଖରେ ଭିତ୍ତିଭୂମି ର ବିକାଶ କରି ଏକ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଯଥା ସାଧ୍ୟ ଚେଷ୍ଟା କରା ଯାଉଥିବା ଓ ଅତି ଶୀଘ୍ର ବଡ ବିମାନ ସେବା ଯୋଗାଇ ଦେବାକୁ ସେ ସୂଚନା ଦେଇଥିଲେ। ଏହି ଅବସରରେ ଓଡିଶା ଡେଭଲପମେଣ୍ଟ ଫୋରମ ସଚିବ V ସୋମେଶ୍ୱର ରାଓ, ସହ-ସଚିବ ମାନସ ରଞ୍ଜନ ପାତ୍ର, ପ୍ରବୀଣ ପଟ୍ଟନାୟକ, ବିନୋଦ ସାବତ, ଏନ. ନୀଳମାଧବ ପାତ୍ର ଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
ରାମ ପ୍ରସାଦ ତ୍ରିପାଠୀ
ସଭାପତି, ଓଡ଼ିଶା ଡେଭଲପମେଣ୍ଟ ଫୋରମ୍
Odisha Development Forum
Press Release, March 26, 2023
|
|
|
|